ଭାଷା ନିୟଂତ୍ରଣ

ଓଡ଼ିଆ ସାହିତ୍ୟ

ଭାଷା ନିୟଂତ୍ରଣ
ଭାଷାର ସ୍ରୋତ ଗତିପଥ କରି ହୁଏନି ନିୟଂତ୍ରିତ ବହୁ ଭାଷାର ଉପାଦାନ ସବୁ ଭାଷାରେ ପାଏ ସ୍ଥାନ ସ୍ବୟଂସଂପୂର୍ଣ ଭାଷାଟିଏ ବିଶ୍ବରେ କ୍ବଚିତ୍‌ ଦେଖାଯାଏ ପାରସ୍ପରିକ ବିନିମୟ୍‌ କରଇ ଭାଷୀଂକୁ ସକ୍ରିୟ ଯାହାର ଯେତେ ପ୍ରୟୋଜନ କରିଲେ ପଠନ ଲିଖନ ଭାଷାଟେ ହୁଏ ଜ୍ଞାନମୟ ଘଟେ ତହିଁର ଅଭ୍ୟୁଦୟ ମନରେ ରହିଥିଲେ କୁଂଠା ନ କଲେ ନ୍ୟୂନତମ ଚେଷ୍ଟା ଭାଷାଟେ ବଢ଼େନାହିଁ ଆପେ ଲେଖାପଢ଼ା କରିଲେ ବ୍ୟାପେ ଭାଷୀଏ ଦେଉଥିଲେ ଧ୍ୟାନ ଘଟଇ ଭାଷାର ଉତ୍‌ଥାନ

What's Your Reaction?

like

dislike

love

funny

angry

sad

wow